Jump to content

ଚୋପ କାଠି

ଉଇକିଅଭିଧାନ‌ରୁ

ଚୋପ କାଠି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ଫାରାସୀ - ଚୋବ୍+ଫ. କାଷ୍ଠ)

[ସମ୍ପାଦନା]

ଯେଉଁ କାଠିଦ୍ୱାରା ଢୋଲ ଓ ନାଗର ଆଦି ବାଡ଼ିଆ ହୁଏ —Drum-stick.

[ଦ୍ରଷ୍ଟବ୍ୟ —ପାଣ ଓ ହାଡ଼ିମାନଙ୍କର ଚୋପକାଠି ସନ୍ତକ ଅଟେ]