Jump to content

ଚୋବାଇ ଚୋବାଇ କଥା କହିବା

ଉଇକିଅଭିଧାନ‌ରୁ

ଚୋବାଇ ଚୋବାଇ କଥା କହିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ପାଟିରେ ଚାଉଳ ଚୋବାଉ ଚୋବାଉ କଥା କହିଲେ ମନୁଷ୍ୟ ଯେପରି ଅସ୍ପଷ୍ଟଭାବରେ କଥା କହେ ସେହିପରି କଥା କହିବା; ବାରଚାଉଳିଆ କରି କଥା କହିବା —To speak indistinctly (as if the speakers were uttering words while engaged in chewing something).