ଚୋବ୍ଚିନି
ଦେଖଣା
ଚୋବ୍ଚିନି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ନାମ—ଦ୍ୱୀପାନ୍ତ ବଚା ଓ. ତୋପଚିନି, ଚୋବଚିନି
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଫାରାସୀ - ଚୋବ୍=କାଠି+ଚୀନି=ଚିନ୍ ଦେଶରୁ ଆନୀତ)
[ସମ୍ପାଦନା]ମୋଦକରେ ବ୍ୟବହୃତ ବିଦେଶୀୟ ବଚ, ତୋପଚିନି —A kind of pungent root used as a tonic; Smilax China (tree) and its root; China-root.
[ଦ୍ରଷ୍ଟବ୍ୟ —ଏହା ଚୀନ ଓ ଜାପାନରେ ଜନ୍ମିବା ଏକ ଲତାର ଚେର; ଏହା ଈଷିତ୍ ତିକ୍ତ, ଉଷ୍ଣବୀର୍ଯ୍ୟ, ଅଗ୍ନିଦୀପକ, ରକ୍ତଶୋଧକ ଓ ମଳମୂତ୍ର— ବିଶୋଧକ ଏହା ବିବନ୍ଧ, ଉଦରାଧାନ, ଶୂଳ, ବାତ, ଅପସ୍ମାର, ଉନ୍ମାଦି ଓ ଗାତ୍ରବେଦନା—ନିବାରକ; ଫିରଙ୍ଗ (ଗର୍ମି) ରୋଗରେ ଓ ଦୁବଳତାରେ ଏହା ବ୍ୟବହୃତ ହୁଏ ଏ ଲତାର ପତ୍ର ଅଶ୍ୱଗନ୍ଧା ଗଛର ପତ୍ରପରି]