ଚୋରକ
ଦେଖଣା
ଚୋରକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଚୋର+କ)
[ସମ୍ପାଦନା]- ୧. ଗୁଗୁଚିଆ ତୃଣ, ଯାହାର ଶୃଙ୍ଗ— ଯୁକ୍ତ ଶସ୍ୟ ଲୁଗାରେ ଲାଗିଯାଏ —A species of grass having spiked ears which stick to the cloth; Andropogen Aciculatus; Spear-grass.
- ୨. ସୁଗନ୍ଧି ଔଷଧି ବିଶେଷ; ଗଣ୍ଠିଆନା; ଚୋର — ୨. A kind medicinal perfume.