Jump to content

ଚୋରକଳା

ଉଇକିଅଭିଧାନ‌ରୁ

ଚୋରକଳା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (୬ଷ୍ଠୀ ତତ୍; ସଂସ୍କୃତ - ଚୋର+କଳା)

[ସମ୍ପାଦନା]

ଚୋରର ଲକ୍ଷଣ; ଚୋରଠାରେ ଦେଖାଯିବା କେତେକ ଲକ୍ଷଣ, ଯାହା ଦେଖିଲେ କୌଣସି ଲୋକକୁ ଚୋର ବୋଲି ଠଉରାଇ ହୁଏ —Indications or marks found in the face of a thief.

[ଦ୍ରଷ୍ଟବ୍ୟ —ଲୋକଙ୍କର ବିଶ୍ୱାସ ଯେ ଚୋରଙ୍କ ଆଖିରେ ଏକପ୍ରକାର ଦାଗ ଥାଏ ଓ ସେହି ଦାଗରୁ ଅନୁଭବୀ ଲୋକେ ଚୋରକୁ ଚିହ୍ନି ପାରନ୍ତି]