Jump to content

ଚୋରଟସ୍କର

ଉଇକିଅଭିଧାନ‌ରୁ

ଚୋରଟସ୍କର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସହଚର; ସଂସ୍କୃତ - ଚୌର+ତସ୍କର)

[ସମ୍ପାଦନା]

ଚୋର ଡକେଇତ —Thieves and docavats.

ଆଉ ଟଙ୍କା ପଇସା ଦେଖିଲେ ଚୋର ଟସ୍କର ଦୁଆରକୁ ଆସିବେ ଫକାରମୋହନ. ଗଳ୍ପସ୍ୱଳ୍ପ