Jump to content

ଚୋରଣୀଗାଈ

ଉଇକିଅଭିଧାନ‌ରୁ

ଚୋରଣୀଗାଈ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ଯେଉଁ ଗାଈକୁ ଦୁହିଁଲାବେଳେ ସେ ଦୁଧକୁ ଲୁଚାଏ, ଅର୍ଥାତ୍ ଆପଣା ଚିରକୁ ଶୁଖାଇଦିଏ, କିନ୍ତୁବାଛୁରୀ ମୁହଁ ଲଗାଇଲେ ତାହା ଚିରରୁ ଦୁଧ ବାହାରେ — A cow which feigns that her udder is empty when a man milks her, but sucks her calf afterwards.