Jump to content

ଚୋରବନିବା

ଉଇକିଅଭିଧାନ‌ରୁ

ଚୋରବନିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଅପ୍ରତିଭ ହେବା — ୧. To be at the end of one's wits.

(ଯଥା—ମୁଁ ତାଙ୍କ ଯୁକ୍ତି ଶୁଣି ଚୋର ବନିଗଲି)

୨. କୌଣସି ବ୍ୟକ୍ତି ସମ୍ମୁଖରେ ଉପସ୍ଥିତ ହେବା ପାଇଁ କୁଣ୍ଠିତ ବା ଭୀତ ହେବା —୨. To hesitate to appear.