ଚୋରା
ଦେଖଣା
ଚୋରା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଅସୁରବିଶେଷ (ଦୁର୍ଗା ଏହାକୁ ବଧ କରିଥିଲେ) — A demon (killed by Goddess Durgā).
[[]] ୨ ଚୋରକ ]] ୧ (ଦେଖ) - (ହ. ଶବ୍ଦସଗର) — ୨. Choraka ୧ (See)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଚୋରିକରିବା —Stealing.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଅପହାରକ—(ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ ଯଥା—ଚିତ୍ତଚୋରା, ଗାଈଚୋରା) — ୧. One who steals; stealing; lifting.
- ୨. ଅପହୃତ (ଯଥା—ଚୋରା ମାଲ) —Stolen.
ଅନୁବାଦ
[ସମ୍ପାଦନା]- ୩. ଲୁକ୍କାୟିତ; ଗୁପ୍ତ (ଯଥା—ଚୋରାପ୍ରୀତି) — ୩. Hidden; secret; stealthy; clendestine.
ଚୋରା ସୁଖେ ରତି ହୋଇ କଟାଇଲେ ଦିନ ଅତି ହୃଷ୍ଟ ମନେ ରାଧାନାଥ—ଯଯାତି
- ୪. ସରକାରଙ୍କ ଅବକାରୀ ବିଭାଗର ନିୟମକୁ ସଘଂନାପୂର୍ବକ ନିଆଅଣା କରାଯାଉଥିବା (ଅବକାରୀ ଦ୍ରବ୍ୟ ଯଥା— ଚୋରା ଅଫିମ, ଚୋରା ମଦ) — ୪. Smuggled (excise articles).
- ୫. ଉପରିସ୍ଥ କର୍ମଚାରୀମାନଙ୍କର ବିନା ଅନୁମତିରେ କରାଯାଉ— ଥିବା (କାର୍ଯ୍ୟ) —୫. (action) Done without the knowledge or permission of the higher officers.