ଚୋରାଇବା
ଦେଖଣା
ଚୋରାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଚୋରେଇବା—ଅନ୍ୟରୂପ)
ଦେଶଜ - କ୍ରି. (ସଂସ୍କୃତ - ଚୁର୍ ଧାତୁ)
[ସମ୍ପାଦନା]- ୧. ଚୋରି କରିବା — ୧. To steal.
ଆଣିଲା ତା ଚୋରାଇ ଦେଖାଇ ଚାତୁରୀ କୃଷ୍ଣସିଂହ. ମହାଭାରତ. ବନ
- ୨. (ଲକ୍ଷଣାର୍ଥ) ଅନୁକରଣ କରିବା — ୨. To imitate.
ଭଗ୍ନ ଚକ୍ର ମନମଥ ବିଜୟୀ ମଙ୍ଗଳ ରଥ ଗତିରୀତି ଚୋରାଇଛି ଚାଲି କବିସୂର୍ଯ୍ୟ. ସଙ୍ଗୀତ