Jump to content

ଚୋରାବସନ୍ତ

ଉଇକିଅଭିଧାନ‌ରୁ

ଚୋରାବସନ୍ତ

ଉଚ୍ଚାରଣ

[ସମ୍ପାଦନା]

(ଚୋରିବସନ୍ତ—ଅନ୍ୟରୂପ)

  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବସନ୍ତଋତୁ ଆରାମ୍ଭ ନ ହେଉଣୁଁ ଯେଉଁ ପ୍ରୀତିକର ମଳୟ (ଦକ୍ଷିଣା) ପବନ ବହେ — The delicious south wind which begins to blow some time before the advent of the spring proper.

ନିଆଳୀ—ବିକାଶୀ ଚୋରା ବସନ୍ତକୁ ବନେ ଯଥା ଫୁଲ ଚୁଇଁ ରାଧାନାଥ—ଯଯାତି