ଚୋରାବାଲି
ଜଳ ଭିତରେ ଅଦୃଶ୍ୟ କୋମଳ ବାଲୁକା, ଯହିଁରେ ଗୋଡ଼ ଗଳି ପଡ଼େ ଓ ଜାହାଜ ଆଦି ଲାଗି ଯାଏ; ଯେଉଁ ବାଲି ଦେଖିବାକୁ ସାଧାରଣ ବାଲି ପରି ଦେଖାଯାଏ କିନ୍ତୁ ଗୋଡ଼ ଦେଲେ ମନୁଷ୍ୟ ତହିଁରେ ଡୁବି ମରେ —Quick sand; a bank of sunken sand; sunken sand bank.