Jump to content

ଚୋରାମାଲ

ଉଇକିଅଭିଧାନ‌ରୁ

ଚୋରାମାଲ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଚୋରି ହୋଇଥିବା ପଦାର୍ଥ — ୧. Stolen property.
୨. ଅବକାରୀବିଭାଗର ନିୟମଲଂଘନ କରିବା; ମାସୁଲ ନ ଦେଈ ଦେଶ ମଧ୍ୟକୁ ଗୁପ୍ତ ଭାବରେ ଅଣା ଯିବା ପଣ୍ୟ —୨. Smuggled particles; contraband.