Jump to content

ଚୋରିଚପାଟି

ଉଇକିଅଭିଧାନ‌ରୁ

ଚୋରିଚପାଟି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

(ଚୋରିଚମାରି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସହଚର)

[ସମ୍ପାଦନା]

ଚୌର କର୍ମ ଆଦି — Theft and other vices.

ତାହାଯୋଗେ ଗ୍ରାମରେ ଚୋରିଚପାଟି ହୁଏ ନାହିଁ ଫକୀରମୋହନ. ଗଳ୍ପସ୍ୱଳ୍ପ