Jump to content

ଚୋରିଚାରି କରିବା

ଉଇକିଅଭିଧାନ‌ରୁ

ଚୋରିଚାରି କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଚାରାଚୋରି କରିବା—ଅନ୍ୟରୂପ)

ଦେଶଜ - କ୍ରି. (ଚୋରି ସଙ୍ଗେ ନିରର୍ଥକ ସମ ଧ୍ୱନି ଚାରି ଶଦ୍ଦ ଯୋଗ)

[ସମ୍ପାଦନା]

ନାନା ଉପାୟରେ ବା ଅନେକ ଥର ଚୋରି କରିବା — To steal in many ways.

(ଯଥା—ମୋର ସମ୍ପାତ୍ତିଯାକ ଚାକର ଓ କର୍ମଚାରୀମାନେ ଚୋରିଚାରି କରିନେଇ ଗଲେ)