ଚୋରି କବାଟ
ଦେଖଣା
ଚୋରି କବାଟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଚୋରି ଦୁଆର—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଗୁପ୍ତଦ୍ୱାର — ୧. A secret door.
- ୨. ସବୁବେଳେ ବଡ଼ ଦରୋଜା ନ ଫିଟାଇ ଯିବା ଆସିବା ସକାଶେ ବଡ଼ ଦରୋଜାର ମଝିରେ ଲାଗିଥିବା ଛୋଟ କବାଟ —୨. A small door fixed in an opening made in a larger door so that it may be used in ordinary manner without taking the trouble to open the bigger door.