ଚୋଲଟ୍ରି
ଦେଖଣା
ଚୋଲଟ୍ରି
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]ପାନ୍ଥଶାଳା; ଯେଉଁଠାରେ ପଥିକ— ମାନେ ବିନା ଭଡ଼ାରେ କିଛିଦିନ ରହି ପାରନ୍ତି — Choultry; caravansari.
[ଦ୍ରଷ୍ଟବ୍ୟ —ଗଞ୍ଜାମ ଓ ମାନ୍ଦ୍ରାଜରେ ଧନିମାନେ ଅନେକ ନଗରରେ ବହୁ ଧନ ବ୍ୟୟ କରି ଚୋଲ୍ଟ୍ରିମାନେ ପ୍ରତିଷ୍ଠା କରି ଅଛନ୍ତି ଏଠାରେ ପାନ୍ଥ ଓ ଆଗନ୍ତୁକ ଭଦ୍ର ବ୍ୟକ୍ତିମାନେ ବିନା ଭଡ଼ାରେ ଆଶ୍ରୟ ନିଅନ୍ତି]