ଚୋଳ
ଦେଖଣା
ଚୋଳ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଦାକ୍ଷିଣାତ୍ୟର ପ୍ରାଚୀନ ରାଜ୍ୟବିଶେଷ — A ancient kingdom in southern India.
ଜଣେ ଭଣେ ଚୋଳଦୁର୍ଗେ ଉରଜସେନାନୀ ରହି ନ ପାରିବ ପରା ଗତି ଋଣ ଘେନି—ଭଞ୍ଜ କୋଟିବ୍ରହ୍ମାଣ୍ଡ ସୁନ୍ଦରୀ
[ଦ୍ରଷ୍ଟବ୍ୟ —ଆଧୁନିକ ମାନ୍ଦ୍ରାଜପ୍ରଦେଶରେ କୋୟମୃତ୍ତର, ତ୍ରି ଚିନାପଲ୍ଲି, ତାଞ୍ଜୋର, ମହୀଶୂରର ଦକ୍ଷିଣାଂଶ ଅର୍ଦ୍ଧେକ ଅଞ୍ଚଳରେ ପ୍ରାଚୀନ ତୋଲ ରାଜ୍ୟର ବିସ୍ତାର ଥିଲା ରାମାୟଣ ଓ ମହାଭାରତରେ ତୋଳ ରାଜ୍ୟରେ ଉଲ୍ଲେଖ ଅଛି ଚୌର,ଚୋଳ ଓ ପାଣ୍ଡ୍ୟ ଦାକ୍ଷିଣାତ୍ୟର ଅତି ପ୍ରାଚୀନ ପ୍ରତାପଶାଳୀ ରାଜ୍ୟ ଥିଲା]
- ୨. ମଞ୍ଜିଷ୍ଠା (ହିନ୍ଦୀ - ଶଦ୍ଦସାଗର) — ୨. Indian madder plant.
- ୩. ସ୍ତ୍ରୀ ମାନଙ୍କ ପିନ୍ଧିବା କାଞ୍ଚଳା — ୩. Bodice; females tight jacket.
- ୪. ଛାଲ; ବଳ୍କଳ (ହିନ୍ଦୀ - ଶବ୍ଦସାଗର) — ୪. Brak of tree.
- ୫. କବଚ; ସାଞ୍ଜୁ (ହିନ୍ଦୀ - ଶବ୍ଦସାଗର) — ୫. Coat of mail.
- ୬. ଚୋଳ ଦେଶବାସୀବ୍ୟକ୍ତି (ହି ଶବ୍ଦସାଗର) — ୬. An inhabitant of Choḻa country.
ଗ୍ରାମ୍ୟ - ବିଶେଷ୍ୟ - (ସଂ ଚୁଳୁକ)
[ସମ୍ପାଦନା]ଚଳ (ଦେଖ) - Chaḻa (See)