Jump to content

ଚୋଳୀ

ଉଇକିଅଭିଧାନ‌ରୁ

ଚୋଳୀ

ଉଚ୍ଚାରଣ

[ସମ୍ପାଦନା]

(ଚୋଲୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଚୋଳ+ଈ)

[ସମ୍ପାଦନା]
୧. ସ୍ତ୍ରୀ ମାନଙ୍କର ଏକପ୍ରକାର କାଞ୍ଚଲା (ଏହାର ପେଟ ପାଖେ ଥିବା କୋଣ ଦୁହିଁଙ୍କୁ ଟାଣି ଗଣ୍ଠି ପକାଇବାକୁ ହୁଏ) —୧. Bodice.
୨. ଚୋଲା (ଦେଖ) - ୨. Cholā (See)
୩. ପାକ ଆଦି ରଖିବାର ଡାଲା (ହିନ୍ଦୀ - ଶବ୍ଦସାଗର) — ୩. A wicker work tray for keeping betel-leaves etc.