Jump to content

ଚୋଷା

ଉଇକିଅଭିଧାନ‌ରୁ

ଚୋଷା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଚୁଷ ଧାତୁ)

[ସମ୍ପାଦନା]
୧. ଯେ ନିଃଶେଷ କରି ଶୋଷି ନିଏ — ୧. One who sucks out every thing
୨. ଅତି ଲୋଭୀ; ଶୋଷା —୨. Very covetuous.