Jump to content

ଚୋହଡ଼ା

ଉଇକିଅଭିଧାନ‌ରୁ

ଚୋହଡ଼ା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ହିନ୍ଦୀ - ଚୁହଡ଼=ବ୍ୟାଧ)

[ସମ୍ପାଦନା]

ଚୁହାଡ଼;ଅସଭ୍ୟ ଜାତି— ବିଶେଷ; ଶ୍ୱପତ; କିରାତ; ହାଡ଼ି;ଅଭି ନୀଚ ଜାତି— ବିଶେଷ (ଯଥା—ହାଜାରିବାଗ ଆଦିର ଧାଙ୍ଗଡ଼ ଜାତି — A low untouchable wild tribe.

[ଦ୍ରଷ୍ଟବ୍ୟ —ହଜାରିବାଗ ଆଦିର ଧାଙ୍ଗଡ଼ ଜାତି ଆମ ଦେଶର ହାଡ଼ି ଜାତି ପରି ଏମାନେ ମହାଭାରତକ୍ତୋ ଏକଲବ୍ୟର ସ୍ୱଜାତିୟ ଏବଂ ବଂଶପରମ୍ପରାକ୍ରମେ ଧାନୁରୀ ଏହି ଜାତିର ପ୍ରଧାନ ଶାଖା ଣଧ୍ୟରେ ଅବଧି ବୃଦ୍ଧାଙ୍ଗୁଳି କାଟିବାର ବିଧି ଅଛି ଯେଉଁମାନେ ବୁଢ଼ା ଆଙ୍ଗୁଠି କାଟନ୍ତି ନାହିଁ ସେମାନଙ୍କ ମଧ୍ୟରେ ମଧ୍ୟ ଶର ନିକ୍ଷେପ କାଳରେ ଡାହାଣହାତ ବୁଢା ଆଙ୍ଗୁଠି ଛଡ଼ା ଅନ୍ୟ ଚାରି ଆଙ୍ଗୁଠି ବ୍ୟବହାର କରନ୍ତି]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଅସଭ୍ୟ; ବର୍ବର —୧. Wild; uncivilised
୨. ଉଦ୍ଧତ; ଅଭଦ୍ର —୨. Rude; arrogant.
୩. ମୂର୍ଖ —୩. Illiterate.
୪. ଜିତଖୋର୍ —୪. Obstinate.