Jump to content

ଚୋହାଣ

ଉଇକିଅଭିଧାନ‌ରୁ

ଚୋହାଣ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ରାଜପୁତନାର ରାଜପୁତ ଜାତିର ଚାରି ଶାଖା ମଧ୍ୟରୁ ଚତୁର୍ଥ ଶାଖା —One of the four classes of Rājputs of Rājputānā

ପ୍ରତିହାର, ପ୍ରମାରକ, ରାଠୋର, ଚୋହାନ, ନାମଧାରୀକୃତି, ଚାରି କ୍ଷତ୍ର ମହାବୀର ରାଧାନାଥ. ମହାଯାତ୍ରା

[ଦ୍ରଷ୍ଟବ୍ୟ —ଏହା ବଶିଷ୍ଠଙ୍କ ଯଜ୍ଞକୁଣ୍ଡ଼ର ଅଗ୍ନିରୁ ଉତ୍ସନ ରାଜପୁତ ଜାତିର ଚାରିଗୋଟି ବୀରବଂଶ ମଧ୍ୟରୁ ଚତୁର୍ଥ ଶାଖା ଏହି ବଂଶର ପିରତିଷ୍ଠାତା ବିରଶ୍ରେଷ୍ଠ ଚୋହାନ୍ ବା ଚାହୁମାନଙ୍କର ଚାରିହାତ ଥିବାର କଥିତ ଅଛି; କେହି କେହି କହନ୍ତି ମାଣିକ୍ୟ ଏ ବଂଶର ପ୍ରତିଷ୍ଠାତା; ଏହି କୂଳରେ ବୀରବର ଆନବକଙ୍କଠାରୁ ମହାରାଜ ପୃଥ୍ୱୀରାଜଙ୍କ ପର୍ଯ୍ୟନ୍ତ ୩୯: ଜଣ ରାଜତ୍ୱ କରିଥିଲେ୧ ବର୍ଷ ପୂର୍ବେ ଏ ବଂଶର ରାଜାମାନେ ମାଳବ ଓ ରାଜପୁତାନାରେ ରାଜତ୍ୱ କରୁଥିଲେ ବର୍ତ୍ତମାନ ଉତ୍କଳର କେତେକ ରାଜବଂଶ ଚୋହାନ ବଂଶୀୟ ଅଟନ୍ତି]