Jump to content

ଚୌର୍ଯ୍ୟ

ଉଇକିଅଭିଧାନ‌ରୁ

ଚୌର୍ଯ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଚୋର+ଭାବ. ଯ)

[ସମ୍ପାଦନା]
୧. ଚୋରି — ୧. Theft.
୨. ତସ୍କରବୃତ୍ତି —୨. The act of profession of stealing.

ଦେଶଜ - (ପଦ୍ୟ) ବିଶେଷ୍ୟ -

[ସମ୍ପାଦନା]

ଚୋର —Thief.

ବଡ଼ ଭୟେ ଚୌର୍ଯ୍ୟ କଣ୍ଟ ଯାଏ ଲୁଚି ସେ ଭଞ୍ଜ. ବୈଦେହୀଶବିଳାସ