Jump to content

ଚ୍ୟବନପ୍ରାଶ

ଉଇକିଅଭିଧାନ‌ରୁ

ଚ୍ୟବନପ୍ରାଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଚ୍ୟବନ+ପ୍ରାଶ=ସେବ୍ୟ)

[ସମ୍ପାଦନା]

ଆୟୂର୍ବେଦୋକ୍ତ କାଶରୋଗର ମହୌଷଧ ଅବଲେହବିଶେଷ — A medicine paste (for being taken) prepared with certain ingredients as an antidote against cough, catarrh and other complaints of the lungs.

[ଦ୍ରଷ୍ଟବ୍ୟ —କାଶରୋଗାକ୍ରାନ୍ତ ବୃଦ୍ଧ ଚ୍ୟବନ ମୁନି ଅଶ୍ୱିନିକୁମାର— ଦତ୍ତ ଯେଉଁ ଏହି ପ୍ରାଶ ବା ଔଷଧ ସେବନ କରି କାଶରୋଗରୁ ମୁକ୍ତ ଯୁବା ହେଇଥିବାର କଥିତ ଅଛି ଚକ୍ର ଦତ୍ତ ଗ୍ରନ୍ଥରେ ଏହାର ପ୍ରକ୍ରିୟା ଲେଖା ଅଛି ଏଥିରେ ଅଧିକ ଭାଗ ଅଅଁଳା କୋଳିର ଶସ ଦିଆଯାଏ]