Jump to content

ଚ୍ୟାହି

ଉଇକିଅଭିଧାନ‌ରୁ

ଚ୍ୟାହି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଇଚ୍ଛାର ବର୍ଣ୍ଣବିପର୍ଯ୍ୟୟ)

[ସମ୍ପାଦନା]
୧. ଯତ୍ନ; ହେପାଦସ୍ତ; ଚାହିତ —୧. care
୨. ଆଦର; ଗେଲବସର —୨. Fondling.
୩. ସତେଛପଣ; ଚାଙ୍ଗଲାପଣ — ୩. Activity.

(ଯଥା—ସାଆନ୍ତାଣୀଙ୍କର ପାଳିଲା ପୁଅଟିର ଭାରି ଚ୍ୟାହି)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସତେଜ; ସ୍ଫୂର୍ତ୍ତିବାଜ୍ — Activity.

(ଯଥା—ଆମ ଜଗବନ୍ଧୁ ପିଲାଟି ଭାରି ଚ୍ୟାହି ହୋଇଛି)