ଚ୍ୟୁତାକ୍ଷର
ଦେଖଣା
ଚ୍ୟୁତାକ୍ଷର
ଉଚ୍ଚାରଣ
[ସମ୍ପାଦନା](ଦତ୍ତାକ୍ଷର—ବୀପରିତ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]କବିତା ରଚନାର ଏକ ପ୍ରକାର ପରିପାଟୀ — A sort of poetic skill in verses.
[ଦ୍ରଷ୍ଟବ୍ୟ —ଏଥିରେ 'ପାଦ' ମଧ୍ୟରେ ଏକ ପଦରୁ ଗୋଟିଏ ଅକ୍ଷର କାଟିଦେଲେ ଅର୍ଥାଗମ ହୁଏଯଥା ===
ଜଟିଳା ଭଣି ବିଂଜରେସନନ୍ଦିନୀ—ପାଠ—ପଠିନୀ ପରା ଦିଶେ ଭଞ୍ଜ, କୋଟୀବ୍ରହ୍ମାଣ୍ଡ଼ସୁନ୍ଦରୀ
ଏଠାରେ କିଂନରେଶନନ୍ଦିନୀ—ପାଠପଠିନୀ=କୁବେର କନ୍ୟାର ଶିକ୍ଷୟତ୍ରୀ ଏଥିରୁ କିଂ ଅକ୍ଷରଟି କାଟିଦେଲେ ନରେଶନନ୍ଦିନୀ ପାଠ ପଠିନୀ=ରାଜକନ୍ୟାର ଶିକ୍ଷୟିତ୍ରୀ
ଭଞ୍ଜ. ପ୍ରେମାସୁଧାନିଧୀ ୧୬: —୫ରେ ମଧ୍ୟ ଏହାର ଅନ୍ୟ ଉଦାହରଣ ଅଛି]