ଚ୍ୟୁତାଧିକାର
(ଚ୍ୟୁତାଧିକାରା—ସ୍ତ୍ରୀ)
ଅଧିକାର ଭ୍ରଷ୍ଟ; ଅଧିକାରରୁ ବଞ୍ଚିତ —Shorn of one's power or authority; expelled from one's position.