ଚୟ
ଦେଖଣା
ଚୟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଚି ଧାତୁ=ଏକତ୍ର କରିବା; ତୋଳିବା+କର୍ମ. ଅ)
[ସମ୍ପାଦନା]- ୧. ସମୂହ; ରାଶି; ପୁଞ୍ଜ — ୧. Collection; assemblage.
- ୨. ସ୍ତୂପ —୨. Mound; heap; mass.
- ୩. ସକଳ; ସମୂହ; ବହୁ —୩. Many, multitude.
[ଦ୍ରଷ୍ଟବ୍ୟ —ସକଳ ଓ ସମୂହାର୍ଥରେ ଏହା ବିଶେଷ ଶବ୍ଦ ପରେ ବ୍ୟବହୃତ ହୁଏ ଯଥା—ଗ୍ରାମଚୟ=ଗ୍ରାମସମୂହ]
- ୪. ପ୍ରକାର; ପାଚିରି —୪. High wall.
- ୫. (+ଭାବ. ଅ)—ତୋଳିବା; ସାଉଁଟିବା — ୫. Picking up.
- ୬. ସଂଗ୍ରହ; ସଞ୍ଚୟ; ଆହରଣ — ୬. Act of gathering or compiling.
- ୭. ହୋମାଗ୍ନି ଆହରଣ କରି ସଂସ୍କାରପୂର୍ବକ ସ୍ଥାପନ — ୭. Ignition of the sacrificial fire.