ଚୟନ
ଦେଖଣା
ଚୟନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଚି ଧାତୁ=ଏକତ୍ର କରିବା+ ଭାବ. ଅନ)
[ସମ୍ପାଦନା]- ୧. ସଂଗ୍ରହ —୧. Gathering; collecting.
- ୨. ସଂକଳନ —୨. Compiling; compilation.
- ୩. ଫୁଲତୋଳା —୩. Picking up; of plucking of flowers.
- ୪. ନିର୍ବାଚନ —୪. Selection.
- ୫. ଇଷ୍ଟକାଦିଦ୍ୱାରା ନିର୍ମାଣ; ଗ୍ରଥନ — ୫. Setting of bricks.