ଛଅର
ଦେଖଣା
ଛଅର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛଅର
|
ଗ୍ରାମ୍ୟ - (ଇତର) ବିଶେଷ୍ୟ - (ସଂସ୍କୃତ - କ୍ଷୌର;ନୀଚ ଭାଷା)
[ସମ୍ପାଦନା]କେଶମୁଣ୍ଡନ — Shaving of the hair.
[ଦ୍ରଷ୍ଟବ୍ୟ —ଓଡ଼ିଶାରେ ପୂର୍ବେ ସମସ୍ତେ ଓ ଆଜିକାଲି ନବ୍ୟ ସଭ୍ୟତାର ପ୍ରଭାବରେ ଆକ୍ରାନ୍ତ ହେଇ ନଥିବା ବ୍ୟକ୍ତି ମାନେ ଖପୁରି ମଝିରେ ବେଶି ହେଉ କମି ହେଉ ଅରାଏ ଶିଖା ବା ଚୁଟି ଛାଡ଼ି ମୁଣ୍ଡର ଅନ୍ୟ ସମସ୍ତ ଅଂଶ, ମୁଛ ଓ ଦାଢ଼ି ଖିଅର ହୁଅନ୍ତି]