ଛଅରବଆର
ଦେଖଣା
ଛଅରବଆର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛଅରବଆର
|
ଗ୍ରାମ୍ୟ - (ଇତର) (ଛଅର ଶବ୍ଦ ସଙ୍ଗେ ଧ୍ୱନ୍ୟନୁକାରୀ ନିରର୍ଥକ ୨ୟ ସହଚର)
[ସମ୍ପାଦନା]ମୃତବ୍ୟକ୍ତିର ଶୁଦ୍ଧିକ୍ରିୟା ଉପଲକ୍ଷରେ ତାଙ୍କର ସ୍ୱଜନ ଓ କୁଟୁମ୍ୱୀମାନଙ୍କ ନଖ କାଟିବା ଓ କ୍ଷୌର ହେବା —Shaving of the head and pairing of the nails undergone by the relations and kinsmen of a deceased person on the occasion of purification after the funerals.