Jump to content

ଛଇବା

ଉଇକିଅଭିଧାନ‌ରୁ

ଛଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଛାଇ ଯିବା, ଛାଇ ହେବା, ଛାଇହୋଇଯିବାଅନ୍ୟରୂପ

ଦେଶଜ - କ୍ରି—(ସଂସ୍କୃତ - ଛଦ୍ ଧାତୁ)

[ସମ୍ପାଦନା]

ଚାରିଆଡ଼େ ବିସ୍ତୃତ ହେବା ବା ବିସ୍ତାର କରିବା —To be diffused over the whole surface; to spread in all directions (e. g water).

(ଯଥା— ବର୍ଷାପାଣି ଆମ ଗାଁ ଚାରିପାଖ ଛଇ ହୋଇଛି )