ଛଉଆ
ଦେଖଣା
ଛଉଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛଉଆ
|
ଦେଶଜ - ବିଶେଷଣ - ପୁଂ. ଓ ସ୍ତ୍ରୀ—(ସଂସ୍କୃତ - ଛବି)
[ସମ୍ପାଦନା]- ୧. ଛାପ୍ଛାପିକିଆ — ୧. Having patches of different colours on the body (said of cows, cats, dogs,horses etc); mottled.
- ୨. ଛଉ ରୋଗାକ୍ରାନ୍ତ —୨. Albinous; having light patches on the body.