ଛକଡ଼ ନକଡ଼

ଉଇକିଅଭିଧାନ‌ରୁ

ଛକଡ଼ ନକଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଛକଡ଼ା ନକଡ଼ା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ଛଅ କଡ଼ା ଓ ନଅ କଡ଼ା କଉଡ଼ି ଅତି ଅଳ୍ପ ଥିବାରୁ ହେୟ)[ସମ୍ପାଦନା]

୧. ତୁଚ୍ଛାତାଚ୍ଛିଲ୍ୟ — ୧. Derision; contempt.
୨. ଅପମାନ —୨. Neglect; disregard.
୩. ମନ୍ଦ ବ୍ୟବହାର — ୩. Ill treatment.