ଛକାଠି

ଉଇକିଅଭିଧାନ‌ରୁ

ଛକାଠି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଦେହର ପ୍ରତି ପାଖରେ ଏଥିର ସଂଖ୍ୟା ଛଅ ଥିବାରୁ)[ସମ୍ପାଦନା]

ପଞ୍ଜରା ହାଡ଼ —The ribs.

କେଉଁ ଲୋକର ତଣ୍ଟି ଯାଏ ଫୁଟି ଭାଙ୍ଗି ପକାଏ କାହାର ଛକାଠି—ବ୍ରଜନାଥ. ସମରତରଙ୍ଗ