ଛକାପଞ୍ଝା
ଛକାପଞ୍ଝା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଛକାପଞ୍ଝା
|
ଛକାପଞ୍ଜା, ଛକ୍କାପଞ୍ଜା, ଛକ୍କାପଞ୍ଜାଅନ୍ୟରୂପ
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ଚାତୁର୍ଯ୍ୟ — ୧. Cleverness.
- ୨. ତାକତରକ; ସତର୍କତା — ୨. Alterness
- ୩. ପେଚପାଚ; ଦାଉପେଚ — ୩. Tortuous devies; write; tricks.
- ୪. ଗଞ୍ଜପା ଖେଳର ୬ ବା ୫ ଟିପ ଥିବା ସାର — ୪. Cards having six or five tips on Gan̄japā cards.
- ୫. ଏକ ପ୍ରକାର କଉଡ଼ିଖେଳ; କସିପାଞ୍ଜି ଖେଳ — ୫. A kind of indoor games in Kauṟḍ̠is.
- ୬. ମନୋହର ପଦବିକ୍ଷେପ ସହିତ ଏକ ପ୍ରାକାର ନୃତ୍ୟ — ୬. A sort of dancing with dexterous steps.
ଦେଶଜ - ବିଶେଷଣ -[ସମ୍ପାଦନା]
ଖୁବ୍ ସତର୍କ (ବ୍ୟକ୍ତି) — Dexterous; cautions.