Jump to content

ଛକା ଦେବା

ଉଇକିଅଭିଧାନ‌ରୁ

ଛକା ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଛକା କରିବା, ଛକା ଧରିବା, ଛକା ବସାଇବାଅନ୍ୟରୂପ

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ତାସଖେଳରେ ସବୁ ପିଠିର ତାସଯାକ (ଏକ ପକ୍ଷ) ନେବା ଓ ଓପର ପକ୍ଷକୁ ପିଠିଏ ମାତ୍ର ତାସ ନେବାର ସୁଯୋଗ ନ ଦେବା — To win all the cards in a game of cards without allowing of the oppsite party to win the cards of any turn.

[ଦ୍ରଷ୍ଟବ୍ୟ —ଯେଉଁ ପକ୍ଷ ଆଦୌ ତାସ ଜିଣି ନ ପାରେ ତା ବିରୁଦ୍ଧରେ ଜିଣିବା ପକ୍ଷ ଗୋଟିଏ ଛଟିପଯୁକ୍ତ ତାସ ସ୍ଥାପନ କରେ]