ଛକି

ଉଇକିଅଭିଧାନ‌ରୁ

ଛକି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ - (ଚତୁଷ୍କ; ଚତୁଷ୍ପଥ)[ସମ୍ପାଦନା]

୧. ଚତୁଷ୍ପଥ — ୧. Meeting of cross road.
୨. ଦୁଇ ରେଖା ପରସ୍ପରକୁ କାଟିବାର ଚିହ୍ନ; ଯୁକ୍ତ ଚିହ୍ନ — ୨. Cross-mark.
୩. ପ୍ରବାହ ଚିହ୍ନ —୩. Marks of beating.
୪. ଆକ୍ରମଣ କରିବାପାଇଁ ଶିକାରକୁ ଜଗିବା — ୪. Ambush; lying in wait for prey.