ଛଚାପଣ

ଉଇକିଅଭିଧାନ‌ରୁ

ଛଚାପଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଛଚାପଣିଆଁ—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ସତ୍)[ସମ୍ପାଦନା]

୧. ସତ୍ସ୍ୱଭାବ — ୧. Honesty.
୨. ସତୀତ୍ୱ —୨. Chastity.
୩. ସତ୍ୟବାଦିତା — ୩. Truthfulness.
୪. ବିଶ୍ୱାସୀପଣିଆଁ — ୪. Fidelity; trustworthiness; faithfulness.
୫. ନିର୍ଦ୍ଦୋଷତା —୫. Innocence.