Jump to content

ଛଞ୍ଚିବା

ଉଇକିଅଭିଧାନ‌ରୁ

ଛଞ୍ଚିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - କ୍ରିୟାପଦ - (ସଂସ୍କୃତ - ସଞ୍ଚୟ)

[ସମ୍ପାଦନା]
୧. ସଞ୍ଚୟ କରିବା; ଧନାଦି ଜମାଇବା — ୧. To hoard or store for future.

ଭୀମା ଆଈ ଜୀବନଯାକ ଛଞ୍ଚି ଛଞ୍ଚି ବେକରେ ଗୋଟାଏ ସୁନାମାଳି ଲଗାଇଥିଲା ଫକୀରମୋହନ. ଗଳ୍ପସ୍ୱଳ୍ପ

୨. (ସଂସ୍କୃତ - ଶୌଚ)—ଛଅଁଚିବା (ଦେଖ) - ୨. Chhaañchibā (See)