ଛଟକିବା

ଉଇକିଅଭିଧାନ‌ରୁ

ଛଟକିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. (ଆଖି, ମୁଣ୍ଡ) ବିନ୍ଧିବା; ଛିଟିକିବା — ୧. To ache.

(ଯଥା—ମୋ ଆଖି ଛଟ୍କୁଛି)

୨. ଛଟକି ଯିବା (ଦେଖ) - ୨. Chhaṭakijibā (See)