ଛଟପଟ
ଦେଖଣା
ଛଟପଟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଅସ୍ଥିରତା — Restlessness; agitation.
- ୧. ଅସ୍ଥିର; ଚଞ୍ଚଳ — ୧. Restless; perturbed.
ଅନୁବାଦ
[ସମ୍ପାଦନା]ଛଟପଟ
|
- ୨. ବେଦନା ଯୋଗୁଁ ଅସ୍ଥିର — ୨. Restless through pain.
କଲବଲ ଛଟପଟ ହୋଇ ଯାଇଛି ନିପଟ କବିସୂର୍ଯ୍ୟ,. କିଶୋରୀଚମ୍ପୂ. କ. ଗୀତ
- ୩. ଉନ୍ନିଦ୍ର —୩. Speechless.
- ୪. ଇତସ୍ତତଃ ଶରୀର ଚାଳନ — ୪. Moving the body from.
- ୫. କଲବଲ —୫. Restless through pain.
- ୬. ଜଞ୍ଜାଳ —୬. Troubles.
ଏଇ ପେଟ, ଏଇ ପେଟ ଲାଗି ଛଟପଟ—ଢ଼ଗ