ଛଟାଙ୍କି

ଉଇକିଅଭିଧାନ‌ରୁ

ଛଟାଙ୍କି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଷଣ୍ଚାଳୀ=ଘୃତାଦିର ଏକଛଟାଙ୍କି ପରିମାଣ; କିମ୍ୱା ଷଟ୍ ଟଙ୍କ=୬ ଟଙ୍କା)[ସମ୍ପାଦନା]

୧. ଘନ ଓ ତରଳ ପଦାର୍ଥର ପ୍ରାୟ ଛଅଟଙ୍କା ଓଜନ; ଏକ ସେରର ଏକ ଷୋଡ଼ଶାଂଶ ପରିମାଣ ଓଜନ — ୧. A chittak; weight and measure of solid and liquid; ୧/୧୬th of a seer (roghly weight of six rupees.)

[ଦ୍ରଷ୍ଟବ୍ୟ — ୪ଛଟାଙ୍କି=୧ ପାଆ; : ପାଆ=୧ସେର; କଟକୀ ଏକ ସେର=୧୫: ଚଙ୍କା; ବାଲେଶ୍ୱରୀ ୧ସେର=୮ ଟଙ୍କା କଟକୀ ୧ ଛଟାଙ୍କିର ଓଜନ=ଟ ୬୪: ପ୍ରାୟ; ବାଲେଶ୍ୱରୀ ୧ ଛଟାଙ୍କିର ଓଜନ=ଟ ୫ ଙ୍କା]

୨. ଏକ ଛଟାଙ୍କି ପରିମିତ ବଟକରା — ୨. A weight of one chhittak.
୩. ଛଟାଙ୍କି ମାପର ପାତ୍ର — ୩. A Chhittack measure.