ଛଡ଼
ଦେଖଣା
ଛଡ଼
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ଷଟ୍)—(ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ; ଯଥା— ଛଡ଼ରସ; ଛଡ଼କାନ)—
[ସମ୍ପାଦନା]- ୬. ସଂଖ୍ୟକ — Six in number.
ଛଡ଼ ତ୍ରିତତ୍ତ୍ୱ ବେନିକ୍ଷରେ ଯଶୋବନ୍ତ. ପ୍ରେମରକ୍ତି ବ୍ରହ୍ମଗୀତା
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସରଳ; କିମ୍ୱା ଶର)
[ସମ୍ପାଦନା]- ୧. ଧାତୁ ବା କାଷ୍ଠ ଆଦିର ଛ଼ଡ଼ି; ଯଷ୍ଟି —୧. Stick; staff.
- ୨. ସଳଖ ଯଷ୍ଟିବତ୍ ବସ୍ତୁ — ୨. Long and straight shoots.
- ୩. ବେହେଲା ବଜାଇବାର କାଠି — ୩. The bow of a violin.
ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ -
[ସମ୍ପାଦନା]ଛାଲ —Hide.