ଛଡ଼ରସ

ଉଇକିଅଭିଧାନ‌ରୁ

ଛଡ଼ରସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - . (ସଂସ୍କୃତ - ଷଟ୍+ରସ)=ଷଡ଼ରସ; କଟୁ ତିକ୍ତ; ଲବଣ, କଷାୟ, ଅମ୍ଳ ଓ ମିଷ୍ଟ[ସମ୍ପାଦନା]

ଜିହ୍ୱାଦ୍ୱାରା ବାରି ହେବା ଏହି ଛଅ ପ୍ରକାର ରସ ବା ଆସ୍ୱାଦ —୧. The six testes, viz pungent, bitter, saline, astringent; acid and sweet.

୨. ସବୁ ପ୍ରକାର ମାନସିକ ରୁଚି ବା ଭାବ (ଯଥା—ଶୃଙ୍ଗାର ବୀର; କରୁଣ; ହାସ୍ୟ; ଅଦ୍ଭୁତ ଓ ଭୟାନକ) — ୨. All the mental sentiments.
୩. ନାନା ପ୍ରକାରର ବିକାର ବା ଦୁଶ୍ଚେଷ୍ଟା (ଗୋପୀନାଥ ନନ୍ଦ) — ୩. All and sundry human passions.

ବିଶେଷଣ -[ସମ୍ପାଦନା]

କଟୁତିକ୍ତକଷାୟାଦି ଛଅଟି ଆସ୍ୱାଦଯୁକ୍ତ — Consisting of the six kinds of taste.