Jump to content

ଛଡ଼ାଛଡ଼ି ହେବା

ଉଇକିଅଭିଧାନ‌ରୁ

ଛଡ଼ାଛଡ଼ି ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. ପରସ୍ପରରେ କୌଣସି ଜିନିଷକୁ କାଢ଼ି ନେବା —୧. To mutually snatch away a thing from each other.
୨. ପରସ୍ପରଠାରୁ ପୃଥକ୍ ହେବା —୨. To be separated from each other.
୩. (ଖାଦ୍ୟପଦାର୍ଥ) ଅପର୍ଯ୍ୟାସ୍ତ ଭାବରେ ବଣ୍ଟା ଯାଉଥିବା — ୩. (a food) To be indiscriminatly distributed.