ଛଡ଼ାଛଡି କରିବା
ଦେଖଣା
ଛଡ଼ାଛଡି କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛଡ଼ାଛଡି କରିବା
|
ଦେଶଜ - କ୍ରି.
[ସମ୍ପାଦନା]- ୧. କୈଣସି ବ୍ୟକ୍ତିଠାରୁ କୈଣସି ପଦାର୍ଥ ଟାଣି ଝିଙ୍କି ବଳପୂର୍ବକ ନେବାକୁ ଚେଷ୍ଟା କରିବା —୧. To try to snatch away a thing from a person.
- ୨. କଳି କରୁଥିବା ଦୁଇ ବା ତତୋଽଧିକ ବ୍ୟକ୍ତିଙ୍କୁ ପୃଥକ୍ କରିବା —୨. To separate two persons scuffling or quarrelling with each other.