Jump to content

ଛଡ଼୍ଦିଆଲ୍

ଉଇକିଅଭିଧାନ‌ରୁ

ଛଡ଼୍ଦିଆଲ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଛଡ଼ଦିଆଲି, ଛଡ଼ଦିବାଲ, ଛଡ଼ଦିବାଲି, ଛଡ଼ଦେବାଲ, ଛଡ଼୍ଦେବାଲିଅନ୍ୟ୍ୟରୂପ

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବୃହାରଦୀବାରୀ=ଚାରି ଆଡ଼େ ନିର୍ମିତ କାନ୍ଥ)

[ସମ୍ପାଦନା]

ପ୍ରାଚୀର; ପାଚିରି; କୌଣସି ସ୍ଥାନର ଚାରି ପାଖେ ନିର୍ମିତ ଅଳ୍ପ ଉଚ୍ଚ କାନ୍ଥ — Compound Wall.