ଛଡି

ଉଇକିଅଭିଧାନ‌ରୁ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ସରୁ ଲମ୍ବ ଯଷ୍ଟି
  • ହାତରେ ଧରା ହେବା ସରୁ ବାଡି
  • ଶୋଭାଯାତ୍ରାଦିରେ ମହନ୍ତ ଓ ରାଜାମାନଙ୍କ ଗହଣରେ ନିଆଯିବା ଚିତ୍ରିତ ଓ ଖଚିତ ଠେଙ୍ଗା; ଆଶାବାଡି
  • ଝରକାଆଦିରେ ଲାଗିବା ଧତୁର ଯଷ୍ଟି
  • ମୁଷଲମାନମାନେ ପୀରଙ୍କ ଆସ୍ଥାନରେ ଚଢାଇବା ପତାକା; ଝଣ୍ତୀ
  • ଜାମାଆଦିରେ ଠିଆ ବାଗରେ ସିଲାଇ କରାଯାଇଥିବା ଲମ୍ବ ଓ ସରୁ ବସ୍ତ୍ରଖଣ୍ତ
  • ଆଡ଼ମ୍ବର