ଛଣି

ଉଇକିଅଭିଧାନ ରୁ
Jump to navigation Jump to search

ଛଣି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ଦେଶଜ - ବିଶେଷଣ - (ସଂସ୍କୃତ - ଶଣ)[ସମ୍ପାଦନା]

ଛଣପଟରେ ନିର୍ମିତ — Hempen.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଯହିଁରେ ଚାହା ଛଣାଯାଏ — ୧. A straining pot; strainer.
୨. ଛଣପଟର ଦଉଡ଼ି ବା ସୁତୁଲି — ୨. Hempen rope or twist.
୩. ଛଣପଟ ସୁତୁଲିରେ ବୁଣା ହୋଇଥିବା ଟଙ୍କା ରଖିବାର ଥଳି ବହା ତୋଡ଼ା ବା ମୁଣି —୩. A net purse or bag made of San-hemp.
୪. ଛଣପଟ —୪. San-hemp.

ବଜଳ ଛଣିଠାରୁ ପାଟ ଲୁଗାଯାଏ ଯାହା ମିଳଇ ତାହା ପିନ୍ଧଇ ମୁଁ ବାୟେ କୃଷ୍ଣସିଂହ. ମହାଭାରତ. ଶାନ୍ତି